ଆଜି ସକାଳୁ ଉଠି ସବୁ ନିଜ କାମ ସାରି breakfast କଲି.ତାପରେ project କାମରେ ଲାଗିଛି.ନାଭିମୁମ୍ବଇରେ ଆଜି ବହୁତ ବର୍ଷା.ବାହାରକୁ କାମ ପାଇଁ ଯାଇହେଲନି.ସାଙ୍ଗ phone କରିଥିଲା କାମକୁ ଯିବାପାଇଁ କିଂନ୍ତୁ ପ୍ରବଳ ବର୍ଷା ଯୋଗୁଁ କେହି ଯାଇନାହାନ୍ତି.ଆଜି ସପ୍ତାହର ପ୍ରଥମ ଦିନ ସମସ୍ତଙ୍କର ଭଲରେ କଟୁ.
ENGLISH TRANSLATION
I get up early morning and finished my daily work and take my breakfast.after that i am continuing my project work.It is heavy raining in navimumbai.thats why we have not gone outside for the work.my friend calling me to go to work but due to heavy rain noone had been gone to work.Today is the first day of the week and i wish you all the best for whole day.


No comments:
Post a Comment
welcome